176 ଓ୍ବାଇଏସ୍ଆର୍ ରେଡ୍ଡୀଙ୍କ ମୃତ୍ଯୁ ଆନ୍ଧ୍ର ପ୍ରଦେଶର ମୂଖ୍ଯମନ୍ତ୍ରୀ ଓ୍ବାଇଏସ୍ଆର୍ ରେଡ୍ଡୀଙ୍କ ମୃତ୍ଯୁ ଏକ ହେଲିକ୍ଯାପ୍ଟର ଦୁର୍ଘଟଣାରେ ହୋଇଥିବା ଆନ୍ଧ୍ର ପ୍ରଦେଶର ମୂଖ୍ଯମନ୍ତ୍ରୀ ଓ୍ବାଇଏସ୍ଆର୍ ରେଡ୍ଡୀଙ୍କ ମୃତ୍ଯୁ ସମ୍ପର୍କୀୟ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 177 ସଂଗୀତଜ୍ଞମାନଙ୍କ ପାଇଁ ଉଦ୍ଧିଷ୍ଟ ଭାରତ ରତ୍ନ ସଂଗୀତକାରମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ଭାରତ ରତ୍ନ ସମ୍ବନ୍ଧରେ ତଥ୍ଯ ଭାରତ ରତ୍ନରେ ବିଭୁଷିତ ପ୍ରସିଦ୍ଧ ସଂଗୀତଜ୍ଞମାନଙ୍କ (ଉଭୟ ଗାୟକ ଏବଂ ବାଦକ ଯଥା ରବି ଶଙ୍କର, ଏମ୍.ଏସ୍. ଶୁଭଲକ୍ଷ୍ମୀ ଓ ଲତା ମଙ୍ଗେସ୍କର) ସମ୍ପର୍କୀୟ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ଏହି ସଂଗୀତଜ୍ଞମାନଙ୍କ ସମ୍ବନ୍ଧୀୟ ଲେଖାଗୁଡ଼ିକ (ଯଥା ସଂକ୍ଷିପ୍ତ ଜୀବନୀ, ସେମାନଙ୍କ ଉପରେ ଅଧାରିତ ସମୀକ୍ଷା) ପ୍ରାସଙ୍ଗିକ ନୁହେଁ ଯଦି ସେମାନେ, ଭାରତ ରତ୍ନ ପାଇଥିବା ( କିମ୍ବା ପାଇବାକୁ ମନୋନୀତ ହୋଇଥିବା) ସଂଗୀତଜ୍ଞମାନଙ୍କ ବିଷୟରେ ବିଶେଷଭାବରେ ଦର୍ଶାଇ ନାହାଁନ୍ତି । 178 ଏମ୍.ଜି.ଏନ୍.ଆର୍.ଇ.ଜି.ଏ. ସ୍କିମ୍ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଅଧିନିୟମ (ଏମ୍.ଜି.ଏନ୍.ଆର୍.ଇ.ଜି.ଏ)ର ମୂଖ୍ଯ ଯୋଜନାଗୁଡ଼ିକ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଅଧିନିୟମ ଏବଂ ଏହାର ମୂଖ୍ଯ ଯୋଜନାଗୁଡ଼ିକର କାର୍ଯ୍ଯକାରୀ, ୧୦୦ ଦିନର ନିଶ୍ଚିତ କାମ ସମ୍ପର୍କୀତ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ଦସ୍ତାବିଜଗୁଡ଼ିକ ଅପ୍ରାସଙ୍ଗିକ ଅଟେ ଯଦି ସେଗୁଡ଼ିକ ଯୋଜନାଗୁଡିକର ବାସ୍ତବିକ କାର୍ଯକାରୀ ସମ୍ବନ୍ଧୀୟ ତଥ୍ଯ ବଦଳରେ କେବଳ ଏମ୍.ଜି.ଏନ୍.ଆର୍.ଇ.ଜି.ଏ. ଯୋଜନା ସମ୍ବନ୍ଧୀୟ ଦୁର୍ନୀତିଗୁଡ଼ିକର ଚର୍ଚ୍ଚା କରାଯାଇଥାଏ । 179 ଅଷ୍ଟ୍ରେଲିଆ ଦୂତାବାସ ବୋମା ବିସ୍ଫୋରଣ ଜାକର୍ତ୍ତାର ଅଷ୍ଟ୍ରେଲିୟ ଦୂତାବାସ ସମ୍ମୁଖର ବୋମା ବିସ୍ଫୋରଣ ଜାକର୍ତ୍ତାର ଅଷ୍ଟ୍ରେଲିୟ ଦୂତାବାସ ସମ୍ମୁଖର ବୋମା ବିସ୍ଫୋରଣ ସମ୍ପର୍କୀତ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ବୋମା ବିଷ୍ପୋରଣର ପରବର୍ତ୍ତୀ ଜାଞ୍ଚ ସମ୍ବନ୍ଧୀୟ ସୂଚନା ଅପ୍ରାସଙ୍ଗିକ ଅଟେ । 180 ୟୁରୋ ପ୍ରଚଳିତ ଦେଶଗୁଡ଼ିକ ୟୁରୋ ବିଭିନ୍ନ ୟୁରୋପୀୟ ଦେଶମାନଙ୍କ ଦ୍ବାରା ମୁଦ୍ରା ରୁପେ ଗ୍ରହୀତ ୟୁରୋକୁ ସେମାନଙ୍କ ମୁଦ୍ରା ରୁପେ ଗ୍ରହଣ କରିଥିବା ୟୁରୋପର ସମସ୍ତ ଦେଶ ସମ୍ପର୍କୀତ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ୟୁରୋପ ବାହାରର ଦେଶ ଏବଂ କଲୋନୀମାନଙ୍କ ବିଷୟରେ ସୁଚନା ପ୍ରାସଙ୍ଗିକ ନୁହେଁ । 181 ୭୦୦ ଟେଷ୍ଟ ଓ୍ବିକେଟ ନେଇଥିବା ପ୍ରଥମ କ୍ରିକେଟ ଖେଳାଳି ୭୦୦ ଟେଷ୍ଟ ଓ୍ବିକେଟ ନେଇଥିବା ପ୍ରଥମ କ୍ରିକେଟ ଖେଳାଳି ଯେତେବେଳେ ସେନ୍ ଓ୍ବାର୍ନ ୭୦୦ ଟେଷ୍ଟ ଓ୍ବିକେଟ ନେବାର ପ୍ରଥମ କ୍ରିକେଟ ଖେଳାଳି ହେବାର ଗୌରବ ଅର୍ଜନ କଲେ, ତାଙ୍କ ଦ୍ବାରା ହୋଇଥିବା ରେକର୍ଡ଼ ସମ୍ପର୍କୀତ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 182 ଷ୍ଟିଭ ଇରଓ୍ବିନଙ୍କ ମୃତ୍ଯୁ କୁମ୍ଭୀର ଶିକାରୀ ଷ୍ଟିଭ ଇରଓ୍ବିନଙ୍କ ମୃତ୍ଯୁ କୁମ୍ଭୀର ଶିକାରୀ ଷ୍ଟିଭ ଇରଓ୍ବିନଙ୍କ ଦୁଃଖଦ ମୃତ୍ଯୁ ସମ୍ପର୍କୀତ ସୂଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 183 ୨୦୦୮ରେ ଗୌହାଟିରେ ହୋଇଥିବା ବୋମା ବିଷ୍ଫୋରଣରେ ହୋଇଥିବା କ୍ଷୟକ୍ଷତି ୨୦୦୮ରେ ଗୌହାଟିରେ ହୋଇଥିବା ଲଗାତାର ବୋମା ବିଷ୍ଫୋରଣରେ ହୋଇଥିବା ସମ୍ପତ୍ତିର କ୍ଷୟକ୍ଷତି ୩୦ ଅକ୍ଟୋବର ୨୦୦୮ରେ ୨୦୦୮ରେ ଗୌହାଟିରେ ହୋଇଥିବା ଲଗାତାର ବୋମା ବିଷ୍ଫୋରଣରେ ହୋଇଥିବା ଆହତ, ଜୀବନ ହାନି ଓ ସମ୍ପତ୍ତିର କ୍ଷୟକ୍ଷତି ସମ୍ବନ୍ଧୀତ ସୂଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ସେହିଦିନ ଆସାମର ଅନ୍ଯ କୌଣସି ସ୍ଥାନରେ ହୋଇଥିବା ବୋମା ବିସ୍ଫୋରଣ ବିଷୟକ ତଥ୍ଯ ଅପ୍ରାସଙ୍ଗିକ ଅଟେ । 184 ଚାମୁଣ୍ଡା ମନ୍ଦିରରେ ଲୋକମାନଙ୍କର ଅକସ୍ମିକ ଅତଙ୍କଜନିତ ପଳାୟନ ଜୋଧପୁରର ଚାମୁଣ୍ଡା ଦେବୀ ମନ୍ଦିରରେ ଲୋକମାନଙ୍କର ଅକସ୍ମିକ ଅତଙ୍କଜନିତ ପଳାୟନରେ ଆହତଙ୍କ ସଂଖ୍ଯା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ଜୋଧପୁରର ଚାମୁଣ୍ଡା ଦେବୀ ମନ୍ଦିରରେ ଲୋକମାନଙ୍କର ଅକସ୍ମିକ ଅତଙ୍କଜନିତ ପଳାୟନରେ ଆହତଙ୍କ ସଂଖ୍ଯା ବିଷୟକ ତଥ୍ଯ ସାମିଲ ହେବା ଉଚିତ । 185 ଆଦର୍ଶ ହାଉସିଂ ସୋସାଇଟି ସ୍କାମ୍ ଇସ୍ତଫା ଆଦର୍ଶ ହାଉସିଂ ସୋସାଇଟି ସ୍କାମ୍ ପରେ ମୂଖ୍ଯମନ୍ତ୍ରୀଙ୍କ ଇସ୍ତଫା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ଜୋଧପୁରର ଚାମୁଣ୍ଡା ଦେବୀ ମନ୍ଦିରରେ ଲୋକମାନଙ୍କର ଅକସ୍ମିକ ଅତଙ୍କଜନିତ ପଳାୟନରେ ଆହତଙ୍କ ସଂଖ୍ଯା ବିଷୟକ ତଥ୍ଯ ସାମିଲ ହେବା ଉଚିତ । 186 ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରମାନଙ୍କ ଉପରେ ଅକ୍ରମଣ ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରମାନଙ୍କ ଉପରେ ଅକ୍ରମଣ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ଅଷ୍ଟ୍ରେଲିଆରେ ଛାତ୍ରମାନଙ୍କ ଉପରେ ହୋଇଥିବା ଅକ୍ରମଣ ସମ୍ବନ୍ଧୀୟ ସୂଚନାଗୁଡ଼ିକୁ ସାମିଲ କରିବା ଉଚିତ । ଦସ୍ତାବିଜ ଯାହା ଆକ୍ରମଣର ବିଶେଷ ମାମଲାଗୁଡ଼ିକ ଉପରେ ଉଲ୍ଲେଖ ନକରି ସାଧାରଣ ଭାବରେ ଆକ୍ରମଣ ବିଷୟରେ ଚର୍ଚ୍ଚା କରିଥିଲେ ମଧ୍ଯ ସେଗୁଡ଼ିକ ପ୍ରାସଙ୍ଗିକ ଅଟେ । 187 ଦିଲ୍ଲୀ ମେଟ୍ରୋ ସେବାର ଆରମ୍ଭ ଦିଲ୍ଲୀରେ ମେଟ୍ରୋ ରେଳ ସେବାର ଆରମ୍ଭ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ହୋଇଥିବା ଦିଲ୍ଲୀ ମେଟ୍ରୋ ସେବାର ଉଦ୍ଘାଟନ ସମ୍ବନ୍ଧୀୟ ସୁଚନାଗୁଡ଼ିକୁ ସାମିଲ କାରିବା ଦରକାର । ଶୁଭ-ପଥର ବସାଇବା ଉତ୍ସବ ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ନୁହେଁ । 188 ଭାରତୀୟ ନାଗରିକ ପାକିସ୍ଥାନୀ ଗୁପ୍ତଚର ପାକିସ୍ଥାନ ପାଇଁ ଗୁପ୍ତଚର କାର୍ଯ୍ଯ କରୁଥିବା ଅଭିଯୁକ୍ତ ଭାରତୀୟ ନାଗରିକ ମାଧୁରୀ ଗୁପ୍ତା, ଜଣେ ଭାରତୀୟ କୁଟନୀତିଜ୍ଞ, ପକିସ୍ଥାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବାର ଅଭିଯୁକ୍ତ ହୋଇଥିଲେ । ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସେହି ବ୍ଯକ୍ତିମାନଙ୍କ ବିଷୟକ ତଥ୍ଯସବୁ ସାମିଲ ହେବା ଉଚିତ, ଯେଉଁମାନେ ଭାରତୀୟ ନାଗରୀକ ହୋଇଥିବେ ଏବଂ ପାକିସ୍ଥାନ ପାଇଁ ଗୁପ୍ତଚର ଭାବେ କାମ କରି ଅଭିଯୁକ୍ତ ହୋଇଥିବେ କିମ୍ବା ଗିରଫ/ଦଣ୍ଡିତ ହୋଇଥିବେ । 189 ଶିକ୍ଷା ଅଧିକାର ଆଇନ୍ ଭାରତରେ ଶିକ୍ଷା ଅଧିକାର ଆଇନ୍ ବିଲ୍ ପାସ୍ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଶିକ୍ଷା ଅଧିକାର ଆଇନ୍ ବିଲ୍ ଲୋକସଭା ଏବଂ ରାଜ୍ଯସାଭାରେ ପାସ୍ ହେବା ସହିତ ଛାତ୍ର ସମାଜ ଏହି ଅଧିନିୟମର ଫାଇଦା ଉଠାଇବାର ସମ୍ଭାବନା ବିଷୟକ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 190 ବିଜେପିରୁ ଯଶବନ୍ତ ସିଂହଙ୍କ ବାହିସ୍କାର ନିଜ ପୁସ୍ତକ ବିବାଦ ପାଇଁ ଜଶବନ୍ତ ସିଂହଙ୍କ ବିଜେପିରୁ ବରଖାସ୍ତ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ମହମ୍ମଦ ଅଲ୍ଲୀ ଜିନହାଙ୍କ ଉପରେ ଆଧାରିତ ବିବାଦୀୟ ପୁସ୍ତକ ପାଇଁ ଜଶବନ୍ତ ସିଂହଙ୍କ ବିଜେପିରୁ ବହିସ୍କାର ସମ୍ବନ୍ଧୀୟ ସୂଚନାଗୁଡ଼ିକୁ ସାମିଲ କାରିବା ଉଚିତ । 191 ଗୋରଖାଲ୍ଯାଣ୍ଡ ଦାବି ଜେଜିଏମ ଅଧ୍ଯକ୍ଷ ବିମଲ ଗୁରୁଙ୍ଗଙ୍କ ଦ୍ବାରା ଗୋରଖାଲ୍ଯାଣ୍ଡ ପାଇଁ ଦାବି । ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ବିଭିନ୍ନ ସ୍ଥାନ, ଅବସର ଏବଂ ବିଭିନ୍ନ ଉପାୟରେ ବିମଲ ଗୁରୁଙ୍ଗଙ୍କ ଦ୍ବାରା ହୋଇଥିବା ଗୋରଖାଲ୍ଯାଣ୍ଡ ପାଇଁ ଦାବି ବିଷୟକ ତଥ୍ଯକୁ ସାମିଲ କାରିବା ଉଚିତ । 192 ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳ ଉପରେ ଅକ୍ରମଣ ପାକିସ୍ଥାନରେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳ ଉପରେ ଅକ୍ରମଣ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ପାକିସ୍ଥାନରେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଅକ୍ରମଣ ସମ୍ବନ୍ଧୀୟ ତଥ୍ଯସବୁକୁ ସାମିଲ କରିବା ଉଚିତ । ଅକ୍ରମଣ ସମ୍ବନ୍ଧୀୟ ପ୍ରକୃତ ତଥ୍ଯ ବିନା ଆକ୍ରମଣର ପ୍ରତିକ୍ରିୟା/ ପ୍ରତିଧ୍ବନୀ ବିଷୟରେ ଚର୍ଚ୍ଚା କରିଥିବା ଦସ୍ତାବିଜଗୁଡ଼ିକ ଅପ୍ରାସଙ୍ଗିକ ଅଟେ । 193 ଭାରତର ପ୍ରଥମ ମହିଳା ବାଚସ୍ପତି ଭାରତୀୟ ଲୋକସଭାରେ ପ୍ରଥମ ମହିଳା ଲୋକସଭା ଅଧ୍ଯକ୍ଷଙ୍କ ନିଜୁକ୍ତି ସମ୍ବନ୍ଧୀୟ ସୂଚନା ମୀରା କୁମାରଙ୍କର ଲୋକସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିଜୁକ୍ତି ବିଷୟରେ ସୂଚନାଗୁଡ଼ିକୁ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ସାମିଲ କରିବା ଉଚିତ । ତାଙ୍କର ଶପଥ ଗ୍ରହଣ ଉତ୍ସବ ବିଷୟକ ଲେଖାଗୁଡ଼ିକ ମଧ୍ଯ ପ୍ରାସଙ୍ଗିକ ଅଟେ । 194 ସାହିତ୍ଯ ପାଇଁ ୨୦୦୧ ନୋବେଲ ପୁରସ୍କାର ବିଜେତା ଭି.ଏସ୍. ନୟପଲ ୨୦୦୧ରେ ସାହିତ୍ଯ ପାଇଁ ନୋବେଲ ପୁରସ୍କାର ବିଜେତା ଭି.ଏସ୍. ନୟପଲ ୨୦୦୧ରେ ସାହିତ୍ଯ ପାଇଁ ନୋବେଲ ପୁରସ୍କାର ଜିତିବାର ତଥ୍ଯସବୁକୁ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ସାମିଲ କରିବା ଉଚିତ । ନୟପଲଙ୍କ ସମ୍ବନ୍ଧୀୟ ଦସତାବିଜ ଯାହା ପୁରସ୍କାର ବିଷୟରେ ସୂଚନା ପ୍ରଦାନ କରୁନାହିଁ ସେଗୁଡ଼ିକ ପ୍ରାସଙ୍ଗିକ ନୁହେଁ । 195 ୨୦୦୩ ଏସିଆ କପ୍ ବିଜେତା କେଉଁ ଭାରତୀୟ ଦଳ ୨୦୦୩ରେ ଜାକର୍ତାରେ ଏସିଆ କପ୍ ଜିତିଲା ? ୨୦୦୩ରେ ଜାକର୍ତାରେ ଅନୁଷ୍ଠିତ ଏସିଆ କପରେ ପୂର୍ବ ବଙ୍ଗ କ୍ଲବର ଐତିହାସିକ ବିଜୟ ସମ୍ବନ୍ଧୀୟ ସୁଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 196 ଭାରତର ୨୦୦୧ ଜନଗଣନା ଭାରତରେ ୨୦୦୧ ଜନଗଣନା ୨୦୦୧ରେ ଭାରତରେ ଅୟୋଜିତ ଜନଗଣନା ସମ୍ନନ୍ଧୀୟ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । ଏହାର ଆରମ୍ଭ, ପ୍ରଗତି ଏବଂ ଅନୁସନ୍ଧାନର ସିଦ୍ଧାନ୍ତ (ଲିଙ୍ଗ ଅନୁପାତ ଏବଂ ଧର୍ମ ସମ୍ବନ୍ଧୀୟ ତଥ୍ଯ ସହିତ) ସମସ୍ତ ସୂଚନା ପ୍ରାସଙ୍ଗିକ ଅଟେ । 197 ଭୁଜ ଭୂମିକମ୍ପ ୨୦୦୧ରେ ଭୁଜଠାରେ ହୋଇଥିବା ଭୂମିକମ୍ପ ଏବଂ ଏହାଦ୍ବାରା ହୋଇଥିବା କ୍ଷୟକ୍ଷତି ୨୦୦୧ରେ ଗୁଜୁରାଟର ଭୁଜଠାରେ ହୋଇଥିବା ଭୂମିକମ୍ପ ଏବଂ ଏହାଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ବନ୍ଧୀୟ ସୂଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 198 ଧୋନୀ ଭାରତୀୟ ଦଳର ଅଧିନାୟକ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କର ନିଜୁକ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କର ଚୟନ ସମ୍ବନ୍ଧୀୟ ସୂଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 199 ପ୍ରୋଫେଟ ମହମ୍ମଦଙ୍କ କାର୍ଟୁନ ଆନ୍ଦୋଳନ ପ୍ରୋଫେଟ ମହମ୍ମଦଙ୍କ ଏକ କାର୍ଟୁନ ଉପରେ ମୁସଲମାନମାନଙ୍କ ଆନ୍ଦୋଳନ/ ବିରୋଧ ପ୍ରୋଫେଟ ମହମ୍ମଦଙ୍କ ଏକ କାର୍ଟୁନର ପ୍ରକାଶନ ବିରୁଦ୍ଧରେ ମୁସଲମାନମାନଙ୍କ ବିରୋଧ ପ୍ରଦର୍ଶନ ସମ୍ବନ୍ଧୀୟ ସୁଚନା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 200 ନାଟ୍ଓ୍ବେଷ୍ଟ ସିରିଜ ୨୦୦୨ର ଫଳାଫଳ ଇଂଲଣ୍ଡରେ ଖେଳାଯାଇଥିବା ନାଟ୍ଓ୍ବେଷ୍ଟ ସିରିଜରେ ଭାରତର ବିଜୟ ୨୦୦୨ରେ ନାଟ୍ଓ୍ବେଷ୍ଟ ସିରିଜରେ ଭାରତର ବିଜୟ ସମ୍ବନ୍ଧୀୟ ତଥ୍ଯଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 201 ପ୍ରଥମ ଇରାକ ନିର୍ବାଚନ ୨୦୦୫ ମସିହାରେ ଇରାକରେ ଅୟୋଜିତ ପ୍ରଥମ ସାଧାରଣ ନିର୍ବାଚନ ୨୦୦୫ ମସିହାରେ ଇରାକରେ ଅୟୋଜିତ ପ୍ରଥମ ସାଧାରଣ ନିର୍ବାଚନ ଓ ଏହାର ଶାନ୍ତିପୂର୍ଣ୍ଣ ସିଦ୍ଧାନ୍ତ ସମ୍ବନ୍ଧୀୟ ତଥ୍ଯ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 202 ବିଶିଷ୍ଟ ବ୍ଯକ୍ତିଙ୍କ ଉପରକୁ ଜୋତା ଫିଙ୍ଗା ବିଶିଷ୍ଟ ବ୍ଯକ୍ତିଙ୍କ ଉପରକୁ ଜୋତା ଫିଙ୍ଗା ସମ୍ବନ୍ଧୀୟ ଘଟଣାଗୁଡ଼ିକ ନିକଟ ଅତୀତରେ ଜଣେ ଇରାକୀୟ ପତ୍ରକାର ଆମେରିକାର ରାଷ୍ଟ୍ରପତି ଜର୍ଜ ଦବ୍ଲ୍ଯୁ ବୁଶଙ୍କ ଉପରକୁ ଜୋତା ପିଙ୍ଗିଥିଲେ । ଏହିପରି ଏକ ଘଟଣାରେ, ଜର୍ନେଲ ସିଂହ, ଜଣେ ପତ୍ରକାର ଭାରତୀୟ ଗୃହ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଏହିସବୁ ଘଟଣାଗୁଡ଼ିକର ସୂଚନାକୁ ସାମିଲ କରିବା ଉଚିତ ଯେଉଁ ଘଟଣାଗୁଡ଼ିକରେ ଲୋକପ୍ରିୟ ବ୍ଯକ୍ତିମାନଙ୍କ ଉପରକୁ ଜୋତା ଫିଙ୍ଗାହୋଇଥିଲା । ଅପରାଧିମାନଙ୍କ ଉପରେ ନିଆଯାଇଥିବା ଆଇନଗତ ପଦକ୍ଷପ ବିଷୟକ ତଥ୍ଯ ସମ୍ବଳିତ ଦସ୍ତାବିଜ ପ୍ରାସଙ୍ଗିକ ନୁହେଁ । 203 ଭାରତର ପ୍ରଥମ ମନୁଷ୍ଯ ବିହୀନ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟଣ-୧ର ନିର୍ମାଣ ଏବଂ ସଫଳ ପରୀକ୍ଷଣ, ଭାରତର ପ୍ରଥମ ମନୁଷ୍ଯ ବିହୀନ ଚନ୍ଦ୍ର ଅଭିଯାନ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ଚନ୍ଦ୍ରାୟଣ-୧ର ନିର୍ମାଣ ଏବଂ ସଫଳ ପରୀକ୍ଷଣ, ଭାରତର ପ୍ରଥମ ମନୁଷ୍ଯ ବିହୀନ ଚନ୍ଦ୍ର ଅଭିଯାନ ସମ୍ବନ୍ଧୀୟ ତଥ୍ଯ ସାମିଲ ହେବା ଉଚିତ । 204 ଭାରତର ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ ୨୦୦୧ ମସିହାରେ ଭାରତର ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଭାରତର ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ ଏବଂ ଏହି ଆକ୍ରମଣ ସହିତ ଜୋଡ଼ିହୋଇଥିବା ଆତଙ୍କବାଦୀ ଦଳ ସମ୍ବନ୍ଧୀୟ ସୂଚନା ସାମିଲ କରିବା ଉଚିତ । ପ୍ରକୃତ ଆକ୍ରମଣ ବିଷୟକ ସୂଚନା ବିନା ଆକ୍ରମଣ ଉପରେ ଲୋକମାନଙ୍କ ପ୍ରତିକ୍ରିୟା ବିଷୟରେ ସୂଚନା ଦେଉଥିବା ଦସ୍ତାବିଜଗୁଡ଼ିକ ପ୍ରାସଙ୍ଗିକ ନୁହେଁ । 205 ପୋଲିଓ ବିଧ୍ବଂସ ଅଭିଯାନ ଭାରତରେ ୟୁନିସେଫର ପୋଲିଓ ବିଧ୍ବଂସ ଅଭିଯାନ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଭାରତରେ ୟୁନିସେଫର ପୋଲିଓ ବିଧ୍ବଂସ ଅଭିଯାନ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 206 ଅଭିଯୁକ୍ତ ଅଜମଲ କସାବ ମୁମ୍ବାଇ ଆତଙ୍କବାଦୀ ଅକ୍ରମଣ ମାମଲାରେ ଅଭିଯୁକ୍ତ ଅଜମଲ କସାବଙ୍କ ବିରୁଦ୍ଧରେ ଅଭିଯୋଗ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ମୁମ୍ବାଇ ଆତଙ୍କବାଦୀ ଅକ୍ରମଣ ମାମଲାରେ ଅଭିଯୁକ୍ତ ଅଜମଲ କସାବଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 207 ସାନିଆ ମିର୍ଜାଙ୍କ ବିବାହ ଟେନିସ ତାରକା ସାନିଆ ମିର୍ଜାଙ୍କ ବିବାହ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଟେନିସ ତାରକା ସାନିଆ ମିର୍ଜାଙ୍କ ପାକିସ୍ଥାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କ ସହିତ ବିବାହ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 208 ମହେନ୍ଦ୍ର ସିଂହ ଧୋନୀଙ୍କୁ ଜାତୀୟ ପୁରସ୍କାର ମହେନ୍ଦ୍ର ସିଂହ ଧୋନୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ମହେନ୍ଦ୍ର ସିଂହ ଧୋନୀ ପଦ୍ମଶ୍ରୀ ପ୍ରାପ୍ତ କରିବା ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 209 ୟୁପିଏରୁ ବାମ ମୋର୍ଚ୍ଚାର ସମର୍ଥନ ପ୍ରତ୍ଯାହାର ପରମାଣୁ ଚୁକ୍ତିର ମତାନ୍ତର ଉପରେ ୟୁପିଏ ସରକାରଙ୍କଠାରୁ ବାମ ମୋର୍ଚ୍ଚାର ସମର୍ଥନ ପ୍ରତ୍ଯାହାର ପରମାଣୁ ଚୁକ୍ତିର ସମସ୍ଯାଗୁଡ଼ିକ ଉପରେ ୟୁପିଏ ସରକାରଙ୍କଠାରୁ ବାମ ମୋର୍ଚ୍ଚାର ସମର୍ଥନ ପ୍ରତ୍ଯାହାର ସମ୍ବନ୍ଧୀୟ ତଥ୍ଯ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 210 ମିଗ ବିମାନ ଦୁର୍ଘଟଣା ପଶ୍ଚିମବଙ୍ଗ ପଶ୍ଚିମବଙ୍ଗରେ ମିଗ ବିମାନ ଦୁର୍ଘଟଣା ପଶ୍ଚିମବଙ୍ଗରେ ୨୦୦୧ରୁ ୨୦୧୦ ମଧ୍ଯରେ ହୋଇଥିବା ମିଗ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ଯ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ସାମିଲ ହେବା ଉଚିତ । 211 ବିଶ୍ବ ଅହିଂସା ଦିବସ ୟୁଏନଓ ଦ୍ବାରା ବିଶ୍ବ ଅହିଂସା ଦିବସ ଘୋଷଣା ୟୁଏନଓ ୨ ଅକ୍ଟୋବରକୁ ବିଶ୍ବ ଅହିଂସା ଦିବସ ରୂପେ ଘୋଷଣା କରିଥିଲେ । ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକରେ ଏହି ସମ୍ବନ୍ଧୀୟ ତଥ୍ଯସବୁ ସାମିଲ ହେବା ଉଚିତ । 212 ଚଳଚିତ୍ର ସେନ୍ସର ବୋର୍ଡର ମହିଳା ଅଧ୍ଯକ୍ଷ ଚଳଚିତ୍ର ସେନ୍ସର ବୋର୍ଡର ଅଧ୍ଯକ୍ଷ ଭାବେ କାର୍ଯରତ ମହିଳା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ କୌଣସି ମହିଳାଙ୍କ ଚଳଚିତ୍ର ସେନ୍ସର ବୋର୍ଡରେ ଅଧ୍ଯକ୍ଷ ଭାବେ ନିଜୁକ୍ତି ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ମହିଳା ଅଧ୍ଯକ୍ଷଙ୍କଦ୍ବାରା ନିଆଯାଇଥିବା ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ସମ୍ବନ୍ଧୀୟ ତଥ୍ଯଗୁଡ଼ିକ ମଧ୍ଯ ପ୍ରାସଙ୍ଗିକ ଅଟେ । 213 ୨୦୧୦ ମୋଟର ଏକ୍ସପୋ ଦିଲ୍ଲୀ ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ୨୦୧୦ ମୋଟର ଏକ୍ସପୋ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ୨୦୧୦ ମୋଟର ଏକ୍ସପୋ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । 214 ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବା ଏକ ଆଇପିଏଲ ମ୍ଯାଚରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବା ଘଟଣା ଏବଂ ଏହା ଉପରେ ଅନୁଶାସନାତ୍ମକ ପଦକ୍ଷପ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଏକ ଆଇପିଏଲ ମ୍ଯାଚରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବା ଘଟଣା ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଏହି ଅପରାଧ ପାଇଁ ହରଭଜନ ସିଂହ ପାଇଥିବା ଦଣ୍ଡ ସମ୍ବନ୍ଧୀୟ ସୂଚନା ମଧ୍ଯ ପ୍ରାସଙ୍ଗିକ ଅଟେ । 215 ଭାରତୀୟ ଆନିମେସନ ଉଦ୍ଦ୍ଯୋଗ ଚଳଚିତ୍ରଗୁଡ଼ିକ ଭାରତୀୟ ଆନିମେସନ ଉଦ୍ଦ୍ଯୋଗ ଏବଂ ଭାରତୀୟ ଷ୍ଟୁଡିଓଗୁଡ଼ିକରେ ପ୍ରସ୍ତୁତ ଆନିମେସନ ଚଳଚିତ୍ର ସମୂହ ପ୍ରାସଙ୍ଗିକ ବିଷୟରେ ସାମିଲ ବିଷୟଗୁଡ଼ିକ ହେଲା : ଭାରତର କ୍ରମବର୍ଦ୍ଧିଷ୍ଣୁ ଆନିମେସନ ଉଦ୍ଦ୍ଯୋଗ, ଉଦ୍ଦ୍ଯୋଗଗୁଡ଼ିକର ଅର୍ଥନୀତି, ଭାରତୀୟ ଷ୍ଟୁଡିଓଗୁଡ଼ିକରେ ପ୍ରସ୍ତୁତ ନୂଆ ଆନିମେସନ ଚଳଚିତ୍ର ସମୂହ ଓ ସର୍ଟସ୍ ଏବଂ ଏଥିରେ ବ୍ଯବହୃତ ଶୈଳୀ ଓ ପ୍ରଯୁକ୍ତି ବିଦ୍ଯା । ଆନିମେସନ୍ ପାଠ୍ଯକ୍ରମ, ପାଠ୍ଯସୂଚୀ, ଶିକ୍ଷାକେନ୍ଦ୍ର ଏବଂ ତାଲିମ କେନ୍ଦ୍ର ସମ୍ବନ୍ଧୀୟ ସୁଚନାଗୁଡ଼ିକ ପ୍ରାସଙ୍ଗିକ ନୁହେଁ । 216 ଗ୍ରାମୀଣ ବ୍ଯାଙ୍କ ମହମ୍ମଦ ୟୁନୁସ ବିବାଦ ଗ୍ରାମୀଣ ବ୍ଯାଙ୍କ କାର୍ଯ୍ଯାନ୍ବୟନ ଏବଂ ମହମ୍ମଦ ୟୁନୁସ ଓ ବାଙ୍ଗଲାଦେଶୀ ସରକାରଙ୍କ ମଧ୍ଯରେ ସମ୍ବନ୍ଧୀତ ବିବାଦ ପ୍ରାସଙ୍ଗିକ ବିଷୟରେ ସାମିଲ ବିଷୟଗୁଡ଼ିକ ହେଲା : ଗ୍ରାମୀଣ ବ୍ଯାଙ୍କର ଅବଧାରଣା, ଏହାର କାର୍ଯ୍ଯାନ୍ବୟନ, ଏହାର ସଂସ୍ଥାପକ କେମିତି, ମହମ୍ମଦ ୟୁନୁସ କେମିତି ବାଙ୍ଗଲାଦେଶୀ ସରକାରଙ୍କ ସହିତ ବିବାଦରେ ଛନ୍ଦି ହୋଇଗଲେ; ଆଜିକାଲି କେଉଁଠି ଏବଂ କିପରିଭାବରେ ଗ୍ରାମୀଣ ବ୍ଯାଙ୍କଗୁଡ଼ିକ କାର୍ଯ୍ଯ କରୁଛି , ୟୁନୁସ କ'ଣ ଖିବାକୁ ଯାଉଥିଲେ ଏବଂ କାହିଁକି ବାଙ୍ଗଲାଦେଶୀ ସରକାର ଗାଳିଦେଲା । ୟୁନୁସ ନୋବେଲ ପୁରସ୍କାର ଜିତିବା ସମ୍ବନ୍ଧୀୟ ତଥ୍ଯ ଅପ୍ରାସଙ୍ଗିକ ଅଟେ । 217 ଦା ଭିନ୍ସି କୋଡ଼ ଭାରତ ମୁକ୍ତି ବିବାଦ ଭାରତରେ "ଦା ଭିନ୍ସି କୋଡ଼" ଚଳଚିତ୍ରର ଶୁଭମୁକ୍ତି ଏବଂ ଏକ ଧାର୍ମିକ ଗୋଷ୍ଠି ବିବାଦଦ୍ବାରା ଆଗାମୀ ବିରୋଧର ମଞ୍ଚନ କରାଗଲା ପ୍ରାସଙ୍ଗିକ ବିଷୟରେ ସାମିଲ ବିଷୟଗୁଡ଼ିକ ହେଲା : "ଦା ଭିନ୍ସି କୋଡ଼" ଚଳଚିତ୍ର ଭାରତରେ ମୁକ୍ତିଲାଭ କରିବା ସମୟରେ ସମ୍ମୁଖୀନ ହୋଇଥିବା ବାଧକଗୁଡ଼ିକ, ମୁକ୍ତିଲାଭକୁ ବାଧା ଦେଉଥିବା ଧାରମ୍ମିକ ଗୋଷ୍ଠୀ ସମୂହ, ସେମାନଙ୍କର ତର୍କର ଆଧାର, ଚଳଚିତ୍ରରେ କରାଯାଇଥିବା ଖ୍ରୀଷ୍ଟ ଧର୍ମର ନକାରାତ୍ମକ ଦିଗର ଚିତ୍ରଣ । ଚଳଚିତ୍ର ସମୀକ୍ଷା, ଲେଖକ ଡାନ୍ ବ୍ରାଉନଙ୍କ ବିଷୟରେ ସୂଚନା ଏବଂ ଚଳଚିତ୍ରଟିର ଆଧାର ଉପନ୍ଯାସ "ଦା ଭିନ୍ସି କୋଡ଼" ଏସବୁ ଅପ୍ରାସଙ୍ଗିକ ଅଟେ । 218 ଗର୍ଭାଶୟ କ୍ଯାନ୍ସର ସଚେତନତା ଉପଚାର ଟିକା ଗର୍ଭାଶୟ କ୍ଯାନ୍ସର ସଚେତନତା, ଚିକିତ୍ସା ଏବଂ ଗବେଷଣା ; ନୂଆ ଗର୍ଭାଶୟ କ୍ଯାନ୍ସର ଟିକାର ବ୍ଯବହାର ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଗର୍ଭାଶୟ କ୍ଯାନ୍ସର ଏବଂ ଏହାର ଚିକିତ୍ସା ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଗର୍ଭାଶୟ କ୍ଯାନ୍ସର ଗବେଷଣା ଏବଂ ଗର୍ଭାଶୟ କ୍ଯାନ୍ସର ପାଇଁ ଅନୁମୋଦିତ ଟିକାର ବ୍ଯବହାର ଉପରେ ଅଧାରିତ ସାମ୍ପ୍ରତିକ ରିପୋର୍ଟଗୁଡ଼ିକ ମଧ୍ଯ ପ୍ରାସଙ୍ଗିକ ଅଟେ । ଅନ୍ଯ କ୍ଯାନ୍ସର ବିଷୟକ ଖବର ଏବଂ କୌଣସି ତାରକା, ଲୋକପ୍ରିୟ ବ୍ଯକ୍ତିତ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ବ୍ଯକ୍ତି ବିଶେଷ ଯେଉଁମାନେ ଏହି ନିର୍ଦ୍ଦିଷ୍ଟ କ୍ଯାନ୍ସରଦ୍ବାରା ଆକ୍ରାନ୍ତ, ଏମାନଙ୍କ ବିଷୟରେ ଆଧାରିତ ଦସ୍ତାବିଜଗୁଡ଼ିକ ପ୍ରାସଙ୍ଗିକ ନୁହେଁ । 219 ପ୍ରଥମ ଏଫ୍୧ ସର୍କିଟ ଭାରତ ଭାରତରେ ପ୍ରଥମ ଏଫ୍୧ ସର୍କିଟ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଭାରତରେ ପ୍ରଥମ ଏଫ୍୧ ସର୍କିଟର ଯୋଜନା ଏବଂ ନିର୍ମାଣ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଆୟୋଜକ, ସଂଭାବିତ ସ୍ଥାନ, ଭାରତୀୟ ଡ୍ରାଇଭରଙ୍କ ମତାମତ, ଏବଂ ଭାରତ ସରକାରଙ୍କ ଭୁମିକା ଓ ମତାମତ ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ଅଟେ । ଭାରତୀୟ ଏଫ୍୧ ଡ୍ରାଇଭରଙ୍କ କ୍ଯାରିୟର, ଅଭିଲେଖ, ସଦ୍ଯ ଉପଲବ୍ଧିଗୁଡ଼ିକ ସମ୍ବନ୍ଧୀୟ ତଥ୍ଯସବୁ ଅପ୍ରାସଙ୍ଗିକ ଅଟେ, ଯେମିତିକି ଭାରତୀୟ ଏଫ୍୧ ଦଳ ବିଷୟରେ ଯେକୌଣସି ତଥ୍ଯ ଯେଉଁମାନେ ଗ୍ରାଣ୍ଡ୍ ପ୍ରିକ୍ସ ଇଭେଣ୍ଟରେ ପ୍ରତିଯୋଗିତା କରୁଥିଲେ । 220 ଅନ୍ତର୍ଜାତୀୟ କ୍ରିକେଟରୁ ଷ୍ଟିଭ୍ ଓ୍ବଙ୍କ ଅବସର ଅନ୍ତର୍ଜାତୀୟ କ୍ରିକେଟରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ଓ୍ବଙ୍କ ଅବସର ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଅଷ୍ଟ୍ରେଲିଆର କ୍ରିକେଟ୍ ଅଧିନାୟକ ଷ୍ଟିଭ୍ ଓ୍ବଙ୍କ ଅବସର ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଓ୍ବଙ୍କ ଦ୍ବାରା ଖେଳାଯାଇଥିବା ଶେଷ ଟେଷ୍ଟ ମ୍ଯାଚ୍ ଏବଂ ମ୍ଯାଚ୍ ଶେଷରେ ତାଙ୍କ ଉଦ୍ଦେଶ୍ଯରେ ଦିଆଯାଇଥିବା ଜୟଧ୍ବନୀ ଅଦିର ବର୍ଣ୍ଣନା କରିଥିବା ଦସ୍ତାବିଜଗୁଡ଼ିକ ପ୍ରାସଙ୍ଗିକ ଅଟେ । ଜଣେ ବ୍ଯାଟସମ୍ଯାନ ଏବଂ ଜଣେ ଅଧିନାୟକ ଭାବରେ ତାଙ୍କର ଟେଷ୍ଟ ରେକର୍ଡ଼ ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ହେବ ଯଦି ଏହା କେବଳ ତାଙ୍କର ସଂପୂର୍ଣ୍ଣ କ୍ଯାରିୟରର ରେକର୍ଡ଼ ହୋଇଥାଏ । ବିଶ୍ବକପ ପୂର୍ବରୁ ଷ୍ଟିଭ୍ ଓ୍ବଙ୍କ ଦିନିକିଆ କ୍ରିକେଟରୁ ଅବସର ଏବଂ ତା ସମ୍ବନ୍ଧୀୟ ତର୍କ, ମତାମତ ଏବଂ ଟିପ୍ପଣୀ ସମ୍ବନ୍ଧୀୟ ଲେଖା ଅପ୍ରାସଙ୍ଗିକ ଅଟେ । 221 ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପରୋପକାରୀ ଗତିବିଧି ଭାରତରେ ଦାରିଦ୍ର୍ଯ, ଏଡସ, ମ୍ଯାଲେରିଆ ଓ ପୋଲିଓ ଦୂରିକରଣ ପାଇଁ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଯୋଜନାଗୁଡ଼ିକ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଭାରତରେ ଦାରିଦ୍ର୍ଯ, ଏଡସ, ମ୍ଯାଲେରିଆ ଓ ପୋଲିଓ ଦୂରିକରଣ ପାଇଁ ପ୍ରସ୍ତାବିତ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଯୋଜନାଗୁଡ଼ିକ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ବିଭିନ୍ନ ପ୍ରକଳ୍ପ ପାଇଁ ରଖାଯାଇଥିବା ଅର୍ଥ, ସାମିଲ ଥିବା ଏନଜିଓଗୁଡ଼ିକ ଏବଂ ଭାରତରେ ଏହାର ସ୍ଥାନ ଯାହାକୁ କି ଫାଉଣ୍ଡେସନ ଲକ୍ଷ୍ଯ ରଖିଥାଏ, ଏହି ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ଅଟେ । ବିଶ୍ବର ଯେକୌଣସି ସ୍ଥାନରେ ଫାଉଣ୍ଡେସନର ଗତିବିଧି ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ନୁହେଁ, କି ପୃଥକଭାବରେ ବିଲ ଗେଟ୍ସ ଏବଂ ମାଣ୍ଡିଲା ଗେଟ୍ସଙ୍କ ସମ୍ବନ୍ଧୀୟ କୌଣସି ତଥ୍ଯ ମଧ୍ଯ ପ୍ରାସଙ୍ଗିକ ନୁହେଁ । 222 ଗ୍ରୀସର ୟୁରୋ କପ୍ ୨୦୦୪ ବିଜୟ ୨୦୦୪ରେ ୟୁରୋ କପରେ ଗ୍ରୀସର ପ୍ରଦର୍ଶନ ଏବଂ ପରିଶେଷରେ ବିଜୟ ଗ୍ରୀସ୍ ୨୦୦୪ ରେ ୟୁରୋ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଥିଲେ । ପ୍ରାସଙ୍ଗିକ ଦସ୍ତାବିଜଗୁଡ଼ିକ ଫାଇନାଲ ପର୍ଯ୍ଯନ୍ତ ସଂପୂର୍ଣ୍ଣ ତଥ୍ଯ, ଗ୍ରୀସ ଦ୍ବାରା ଖେଳଯାଇଥିବା ସମସ୍ତ ମ୍ଯାଚ, ହାଇଲାଇଟସ୍, କିମ୍ବା ଗୋଲ ଅକ୍ତିଆରକାରୀ ଏବଂ ଏହି ସଫଳତା ପାଇବାରେ ଅଂଶଗ୍ରହଣ କରିଥିବା ଗ୍ରୀସର ପ୍ରମୂଖ ଖେଳାଳିମାନଙ୍କ ସମ୍ବନ୍ଧୀୟ ତଥ୍ଯସବୁକୁ ବର୍ଣ୍ଣନା କରିବା ଉଚିତ । ଅନ୍ଯାନ୍ଯ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କିମ୍ବା ଅନ୍ଯ ବର୍ଷମାନଙ୍କର ୟୁରୋ କପ ଗ୍ରୀସର ପ୍ରଦର୍ଶନ ସମ୍ବନ୍ଧୀୟ ତଥ୍ଯ ପ୍ରାସଙ୍ଗିକ ନୁହେଁ । 223 ଇମ୍ରାନ ଖାନ୍ କର୍କଟ ଚିକିତ୍ସାଳୟ ପାକିସ୍ଥାନ ପାକିସ୍ଥାନରେ ଶୈକତ ଖାନମ ସ୍ମାରକ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର କ୍ରିକେଟ ଖେଳାଳି ଇମ୍ରାନ ଖାନଙ୍କଦ୍ବାରା ସ୍ଥାପିତ ହୋଇଥିଲା । ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ କ୍ରିକେଟ ଖେଳାଳି ଇମ୍ରାନ ଖାନଙ୍କଦ୍ବାରା ପାକିସ୍ଥାନରେ ସ୍ଥାପିତ ହୋଇଥିବା ଶୈକତ ଖାନମ ସ୍ମାରକ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଚିକିତ୍ସାଳୟର ଉଦ୍ଘାଟନ, ଲୋକାର୍ପିତ ଅର୍ଥ, ସେଲିବ୍ରିଟିମାନଙ୍କର ଭ୍ରମ, ଏବଂ ଚିକିତ୍ସାଳୟର ଯୋଜନା, ଚିକିତ୍ସା ଓ ଗବେଷଣା ସୁବିଧାସୁଯୋଗ ସମ୍ବନ୍ଧୀୟ ତଥ୍ଯଗୁଡ଼ିକ ପ୍ରାସଙ୍ଗିକ ଅଟେ । ଚିକିତ୍ସାଳୟଟି ବିବାଦରେ ଜଡ଼ିତ ହେବା ଏବଂ ଶେଷରେ ବନ୍ଦ ହୋଇଯିବା ଖବର ମଧ୍ଯ ପ୍ରାସଙ୍ଗିକ ଅଟେ । ଜଣେ ରାଜନୀତିଜ୍ଞ କିମ୍ବା କ୍ରିକେଟ ଖେଳାଳି ହିସାବରେ ଇମ୍ରାନ ଖାନଙ୍କ ବିଷୟରେ କୌଣସି ତଥ୍ଯ ଅପ୍ରାସଙ୍ଗିକ ଅଟେ । 224 ଆଇଫୋନ୍ ଆଇପଡ଼୍ ପ୍ରକ୍ଷେପଣ ଏବଂ ଡିଜାଇନ୍ ଲୋକପ୍ରିୟତା ଆପଲର ନୂଆ ଉତ୍ପାଦନ, ଆଇ ଫୋନ ଏବଂ ଆଇପଡ଼୍ -- ଆରମ୍ଭ, ପରିକଳ୍ପନା, ଲୋକପ୍ରିୟତା ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ଆଇ ଫୋନ ଏବଂ ଆଇପଡ଼ର ଆରମ୍ଭ, ପରିକଳ୍ପନା, ଲୋକପ୍ରିୟତା, ଭିନ୍ନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଆପଲର ନୂଆ ଉତ୍ପାଦନ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ । ଉତ୍ପାଦ, ଏହାର ପରିକଳ୍ପନା / ସୁବିଧା ବିଷୟରେ ବର୍ଣ୍ଣନା କରାଯାଇଥିବା ଲେଖା ଭଳି ଷ୍ଟିଭ୍ ଜବଙ୍କ ଖୁବ୍ ଲୋକପ୍ରିୟ କିନୋଟ୍ ଏବଂ ତାଙ୍କ ବାର୍ତ୍ତାର ଉପସ୍ଥାପନା ସମ୍ବନ୍ଧୀୟ ଲେଖା ପ୍ରାସଙ୍ଗିକ ଅଟେ । ଆପଲ, ଏହାର ରଣନୀତି, ରାଜସ୍ବ ଏବଂ କର୍ମଚାରୀ ସମ୍ବନ୍ଧୀୟ ବଯାବସାୟିକ ସମ୍ବାଦ ମଧ୍ଯ ଗୁରୁତ୍ତ୍ବପୂର୍ଣ୍ଣ ଅଟେ । ଷ୍ଟିଭ୍ ଜବ୍ ତାଙ୍କର ପଦ ସିଇଓରୁ ଟିମୋତି କୁକକୁ ପରିବର୍ତ୍ତନ ସମ୍ବନ୍ଧୀୟ ଖବର ପ୍ରାସଙ୍ଗିକ ଅଟେ । 225 ସତ୍ରୁତାତ୍ମକ ଉକ୍ତି ସମସ୍ଯା "ଦି ସାନାଟିକ ଭର୍ସେସ୍"ର ଆଖପାଖର ବିବାଦ ସହିତ ଏହି ଉପନ୍ଯାସରେ ଇସଲାମ ବିରୁଦ୍ଧରେ ଦେଇଥିବା ସଲମାନ ରସଦିଙ୍କ ମତାମତ ପାଇଁ ତାଙ୍କ ଉପରେ ଲାଗିଥିବା ଫତ୍ବା, ହଙ୍ଗାମା, ରସଦିଙ୍କର ପ୍ରତିକ୍ରିୟା ଏବଂ ତାଙ୍କ ପୁସ୍ତକର ରଦ୍ଦିକରଣ ଆବଶ୍ଯକୀୟ ଦସ୍ତାବିଜଗୁଡ଼ିକ ୧୯୮୯ରେ ପ୍ରକାଶିତ ହୋଇଥିବା ଉପନ୍ଯାସ "ଦି ସାନାଟିକ ଭର୍ସେସ୍"ରେ ଦେଇଥିବା ସଲମାନ ରସଦିଙ୍କ ମତାମତ ପାଇଁ ତାଙ୍କ ଉପରେ ଲାଗିଥିବା ଫତ୍ବା ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସାମିଲ କରିବା ଉଚିତ ।